News
WhatsApp Image 2023-10-04 at 17.25.00
samparksetu

ଓଭରବ୍ରିଜ ନିର୍ମାଣ କୁ ନେଇ ରାସ୍ତାରୋକ

ଓଭରବ୍ରିଜ ନିର୍ମାଣ କୁ ନେଇ ରାସ୍ତାରୋକ, କାମାକ୍ଷାନଗର ଥାନା ଥାନା ବାଇସିଙ୍ଗା ଛକ ଠାରେ ରାସ୍ତାରୋକ କରିଥିଲେ ଶତାଧିକ ଗ୍ରାମବାସୀ ।

ସୂଚନା ଅନୁସାରେ ଚାରି ଲେନ କାମ ପାଇଁ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଜାରି ଥିବାବେଳେ ବାଇଶିଙ୍ଗା ଗ୍ରାମବାସୀ ମାନେ ଗ୍ରାମ ଛକ ନିକଟରେ ଏକ ଓଭରବ୍ରିଜ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ଼ ପ୍ରଶାସନ କୁ ବାରମ୍ବାର ଅବଗତ କରାଇଥିଲେ , ମାତ୍ର ବାଇସିଙ୍ଗା ଛକ ଠାରେ ଓଭରବ୍ରିଜ ନିର୍ମାଣ ହେଉନଥିବା ରୁ ଗ୍ରାମବାସୀ ମାନେ ଆଜି ସକାଳୁ ସ୍ଥାନୀୟ ଛକ ନିକଟରେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିଲେ ।

ଖବର ପାଇ ପୋଲିସ ପହଞ୍ଚି ଗ୍ରାମବାସୀ ଙ୍କୁ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

new life
You might also like
error: Content is protected !!