ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ତାଳଡ଼ଙ୍ଗା ଗ୍ରାମର କଣ୍ଡୁରୁ ସାହୁ (୩୯) ଗୁଜରାଟର ଭଲସାଢ ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିଲେ ।
ଗତ ସୋମବାର ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ସୁରତର ସିଭିଲ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମରଶରୀର କୁ ଶନିବାର ଜନ୍ମ ମାଟିକୁ ଆଣିବାର ବ୍ୟବସ୍ଥା କରାଯାଇ ଥିବାର ସୂଚନା ।