News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାର ୪୧ ଟି ସ୍କୁଲକୁ ଦିଆଯିବ ନୂଆ ରୂପରେଖ ; ସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକରେ ୪୧ ଟି ସ୍କୁଲକୁ ନୂଆ ରୂପରେଖ ଦିଆଯାଉଛି । ବର୍ତ୍ତମାନ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ଉନ୍ନତମାନର ପାଠାଗାର, ସ୍ୱଚ୍ଛତା ଓ ସୁନ୍ଦରତା ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି ଏଣୁ ଯୁଦ୍ଧ କାଳୀନ ଭିତିରେ ସବୁ ସ୍କୁଲ ରେ କାମ ଚାଲିଛି ।

ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପୋଷ୍ୟ ଭାବେ ଗ୍ରହଣ କରିଥିବା ଭୁବନ ବ୍ଲକ୍ ଅନ୍ତର୍ଗତ ସୁର ପ୍ରତପୂର୍ ଗ୍ରାମରେ ଥିବା ଶ୍ରୀ ଅରବିନ୍ଦ ସରକାର ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଆସି ଥିଲେ ।

ସ୍କୁଲ ଅଭିଯାନରେ ଆସିଥିବା ୪୫ ଲକ୍ଷ୍ୟ ଟଙ୍କା ରେ ନିର୍ମାଣ ଚାଲୁଥିବା କାମକୁ ତଦାରଖ କରିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁରପ୍ରତାପୂର୍ ଆସିଥିଲେ । ତାଙ୍କ ସହ ଉପସ୍ଥିତ ଥିଲେ ଭୁବନ ବ୍ଲକ୍ ର ବି ଡି ଓ ଅଶ୍ରିବାଦ ପରିଡ଼ା ।

new life
You might also like
error: Content is protected !!