News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ୮୬ ଜଣ ଘରୋଇ ସଂଗରୋଧ ଏବଂ ୧୦ ଜଣ ଚିକିତ୍ସାଳୟ ରୁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଳକ୍ ବରଦାପାଳ ରୁ ୧୭ , କନ୍ତାମିଲା ୨ , ରଞ୍ଜ।ଗୋଳ ୧ , ନୂଆବେଗା ୧ , ଈଶ୍ୱରପାଳ ୧ , ହାତୁରା ୧ , ନୂଆକୋଟ ୧ , କାରନ୍ଦା ୧

ଢେଙ୍କାନାଳ ମୁନିସିପାଲିଟି ଶ୍ୟାମାଚରଣପୁର ୩ , ବନମାଳିପ୍ରସାଦ ୨ , କାରିଗର ସାହି ୨ , ଗଣେଶ ବଜାର ୧ , ମହିଷାପାଟ ୧, ଦୋଳମଣ୍ଡପସାହି ୧ , ଭଗବାନପୁର ୧ , କାରିଗର ସାହି ୧ , ଚନ୍ଦନ ବଜାର ୧ , ଶିମିଳିଆ ୧ , ନୂଆ ଶାସନ ୧ , ଦେଉଳସାହି ୧ , ମହାବୀର ବଜାର ୧ , ଅର ପି ଲେନ ୧ , ଷ୍ଟେସନ ବଜାର ୧

ସଦର ବ୍ଳକ ମହୁଲପଡ଼ା ୪ , ଗୋବିନ୍ଦପୁର ୨ , କେଶେରିଆ ୨ , ବେଲଟିକିରି ୧ , ମଙ୍ଗଳପୁର ୧ , ଆସନପଟିଆ ୧ , ସରଖିଆ ୧ , ବାଲିଆମ୍ବା ୧ , ଗେଙ୍ଗୁଟିଆ ୧ , ତାଳବରକୋଟ ୧

କାମାକ୍ଷାନଗର ବ୍ଳକ୍ ଜକା ୨ , ସୋଗର ୨ , ମୋଟା ୧ , କଙ୍ଗେଇଲୋ ୧ , କଣ୍ଟାପାଳ ୧ , ଯୋଗିଡ଼ିହି ୧ , ସାଳପଡ଼ା ୧ , ସାରୁଆଳି ୧ , ଅଁଳ।ବେରଣୀ ୧ , କଦଳୀପାଳ ୧

ପରଜଙ୍ଗ ବ୍ଳକ୍ ମୁକ୍ତାପଶି ୪ , ବଶୁଲେଇ ୩

ଓଡ଼।ପଡ଼ା ବ୍ଳକ୍ ଘଟିପିରି ୧ , ଇଣ୍ଡିପୁର ୧ , କାଶିଆଡ଼ିହି ୧

ଭୁବନ ବ୍ଳକ୍ ଚଣ୍ଡୀପାଳ ୨ , ବାମୁଆ ୧

ଗଁଦିଆ ବ୍ଳକ୍ ଇଲେଇଜଙ୍ଗ ୧ , ବିଧାରପୁର ୧ , ରାଇତଇଳ। ୧

କଙ୍କଡ଼ାହାଡ଼ ବ୍ଳକ୍ ଡୋଲିଆ ୧ , ହରିଆପଡ଼ା ୧

ଭୁବନ ଏନଏସି ୨ , କାମାକ୍ଷାନଗର ଏନଏସି ୧ , ହିନ୍ଦୋଳ ଏନଏସି ୧ ଏବଂ ଅନ୍ୟ ଡାକ୍ତର ଖନାରୁ ୨ ଚିହ୍ନଟ ।

ଜିଲ୍ଲାରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୩ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!