News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲା ରେ ନୂତନ ୧୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୩୧ ରହିଥିଲା। ଏଥିରେ ଘରୋଇ ସଂଙ୍ଗରୋଧରୁ ୧୧୦ ଓ ୨୧ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଗୁଡିଆନାଳି, ରିଜର୍ଭ ପୋଲିସ ଲାଇନ, କୁଞ୍ଜକାନ୍ତ ଅଞ୍ଚଳର ୩ ଜଣ ଲେଖାଏଁ, ଦକ୍ଷିଣକାଳୀ, ସିମିଳିଆ, ହାଟରୋଡ ର ୨ ଜଣ ଲେଖାଏଁ ଓ ଅମଲାପଡା, କାଲଟାକ୍ସ, କାଠଗଡା, ଦେଉଳ ସାହି, ବନମାଳୀ ପ୍ରସାଦ, କାଞ୍ଚନ ବଜାର, ରାମେଶ୍ବର ପୁର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ହିନ୍ଦୋଳ ବ୍ଲକର ପିପିକୋଟ ୪, ବ୍ରାହ୍ମଣପୁରୁଣାକୋଟ, କଂସରା, ମାଧପୁର, ପଞ୍ଚୁପଡା, ବାରସିଙ୍ଗା ଗାଁ ର ଦୁଇ ଜଣ ଲେଖାଏଁ ଓ ଅମଣା, ରଘୁନାଥପୁର, କନ୍ତାମିଲା, ହରିହର ପୁର, କଳିଙ୍ଗା, ନୂଆକୋଟ, ନୂଆପଡା, ଗଞ୍ଜରା, ନିମବାହାଳି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଗଁଦିଆ ବ୍ଲକର କାଲୁରିଆ ୪, ବନବାସପୁର, ଜମୁସରା ୨ ଜଣ ଲେଖାଏଁ ଓ ଖଙ୍କିରା, ହରଡବଣି, ଜୋରନ୍ଦା, ବିଧାରପୁର, କାଙ୍କଲୁଣ୍ଡା, ମଝିପାଳ, ଗୁଣ୍ଡୁରାପଶି, ବିଶ୍ବନାଥ ପୁର, କରୋଗଳା, ଚଡକମରା, ଚିତଲପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ଭାଲିଆବୋଳକାଟେଣୀ ୩, ନଡିଆଳି, ବରଦା, ବଳଦିଆବନ୍ଧ ଗାଁ ର ଦୁଇ ଜଣ ଲେଖାଏଁ ଓ ଅରଦା, ଡେରାସିଂ, ନରନପୁର, ଜହ୍ନିତୈଳା, ଦୁର୍ଗାପ୍ରସାଦ, ଶଙ୍କରପୁର, କତାଖମାର, ଗୋବିନ୍ଦପୁର, ରାଇଡିହି, ପରବତିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଓଡ଼ାପଡ଼ା ବ୍ଲକର କମଳାଙ୍ଗ, ତାଳଦଣ୍ଡା, ବାଛୁରିବାଙ୍କ, ମେରାମଣ୍ଡଳି, ବାଙ୍ଗୁରୁସିଙ୍ଗ, କୋଚିଳାମଡା, ଛାଟିଆ, ବିଡୋ, ମୃଦଙ୍ଗାପାଲି, ମୋଟଙ୍ଗା ଇନ୍ଦିପୁର, ଟାଟା ବିଏସଏଲ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ଏନଏସିର ସରଧାପୁର, ନୂତନପଟଣା, କନ୍ଦରସୁଣୀ, ବଳମାଳୀପୁର, ଗୋପାଳପୁର, କେନ୍ଦୁପଡା, ଅମଲାପଡା ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଭୁବନ ବ୍ଲକର ଗୋବିନ୍ଦ ବିଦ୍ୟାଧର ପୁର, କାଇଁସିରି, ବାଉଁଶକଣା, ଜିନେଇଲୋ, କୃଷ୍ଣପୁର, ଯମୁନାକୋଟ, ଜିରାଳ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ସୋଗର, ବଡସୁଆଁଳ, ଇଛାବତୀପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
କାମାକ୍ଷାନଗର ଏନଏସିର ଅନନ୍ତପୁର, ମୁଣ୍ଡିଦେଉଳି ଓ ବ୍ଲକ କଲୋନୀର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ହଳଦିକୁଣ୍ଡି, ଯମୁଚକଡା ଓ ତୋରଡାନାଳୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ପରଜଙ୍ଗ ବ୍ଲକର ମଣିକମରା ଗାଁ ର ଜଣେ ସଂକ୍ରମିତ ହୋଇଛନ୍ତି।ଡାକ୍ତରଖାନାରୁ ଚିହ୍ନଟ ୬ ଜଣଙ୍କର ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

ସୁସ୍ଥ ହୋଇ ୧୯୬ ଜଣ ଫେରିଥିବା ବେଳେ ୧୮୧୦ ଜଣ ଚିକିତ୍ସିତ ହେଉଛନ୍ତି।

new life
You might also like
error: Content is protected !!