News
WhatsApp Image 2023-10-04 at 17.25.00
samparksetu

ଦେହସାରା ବଢି ଚାଲିଛି ମାଂସ ପିଣ୍ଡୁଳା

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱlସ୍ଥ୍ୟସେବା ଯୋଗାଇବାକୁ କରିଛନ୍ତି ବହୁ ଜନକଲ୍ୟାଣକାରୀ ଯୋଜନା । କିନ୍ତୁ ଅନେକ କ୍ଷେତ୍ରରେ ଏହି ଯୋଜନା କେଵଳ ପ୍ରଚାର ପ୍ରସାର ରେ ସୀମିତ ରହୁଛି ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମାଧପୁର ପଞ୍ଚାୟତ କନ୍ତକୁଳ ଗ୍ରାମର ଧବେଇ ସାହୁ (୫୫) । ୩୦ବର୍ଷ ହେବା ପରଠାରୁ ଦେହରେ ତାଙ୍କର ମାଂସ ପିଣ୍ଡୁଳା ବଢି ଚାଲିଛି । ଦେହ ସହ ଏବେ ତାଙ୍କ ଆଖି ନିକଟରେ ଏକ ମାଂସ ପିଣ୍ଡୁଳା ବଢ଼ିଚାଲିଥିବା ବେଳେ ତାଙ୍କୁ ଆଉ ଠିକରେ ଦେଖା ଯାଉନାହିଁ । ଅନେକ ଥର ପ୍ରଶାସନ ଆଗରେ ଚିକିତ୍ସା ପାଇଁ ନେହୁରା ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ସରକାର ଙ୍କ ନିକଟରେ ଦାବି କରିଛନ୍ତି ଅଞ୍ଚଳ ବାସୀ ।

new life
You might also like
error: Content is protected !!