News
WhatsApp Image 2023-10-04 at 17.25.00
samparksetu

ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ !

ବିଳମ୍ବିତ ରାତିରେ ଦୁଇ ଦୁଇ ଜଣ ଙ୍କ ଘରୁ ଲୁଟ୍ ଅଭିଯୋଗ, ରବିବାର ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ ହୋଇଛି ୫ ଭରି ସୁନା ଅଳଙ୍କାର ଏବଂ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

 ଏ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲତାବିଲ ଗ୍ରାମରେ ଘଟିଛି ଗ୍ରାମର  ଭୋଳେଶ୍ବର ସାହୁଙ୍କ ଘରୁ ଲୁଟେରାମାନେ ଆଲମିରା ଭାଙ୍ଗି ଏକ ଲକ୍ଷ ଟଙ୍କା ସହି ୫ ଭରି ସୁନା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେହିପରି ଉକ୍ତ ସାହିର ଟୁକୁନା ବାହାଳିଆଙ୍କ ଘରୁ ଚାଳିଶ ହଜାର ଟଙ୍କା ଓ ବହି ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟିନେଇଛନ୍ତି । ଦୁଇ ପରିବାର ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!