News
WhatsApp Image 2023-10-04 at 17.25.00
samparksetu

ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା ନିହଲ ପ୍ରସାଦ ସ୍କୁଲ ପାଚେରୀ ; ୧୫ ଦିନ ହେବ ସରିଥିଲା କାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନିହଲପ୍ରସାଦ ନୋଡାଲ ଉ ପ୍ରା ବିଦ୍ୟାଳୟ ପାଚେରୀ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡିଛି । ଆର୍ଥିକ ବର୍ଷ ୨୦୧୯-୨୦୨୦ ଅଟକଳ ମୂଲ୍ଯ ୨ଲକ୍ଷରେ ଟଙ୍କା କାମ ହେଇଥିଲା ଯାହାକି ତିନି ମାସ ତଳେ ଭୁଶୁଡ଼ିଥିଲା ।

ଆଥିର୍କ ବର୍ଷ ୨୦୨୧ ରେ ନୂଆ ପାଚେରୀ ନିର୍ମାଣ କାମ ପାଇଁ ଅଟକଳ ମୂଲ୍ଯ ୫ଲକ୍ଷ ଟଙ୍କାରେ ୧୫ ଦିନ ହେବ କାମ ସରିଥିଲା ସୋମବାର ସାମାନ୍ୟ ବର୍ଷାରେ ଭୁଶୁଡ଼ିପଡିଛି ପାଚେରୀ ।

କିଛି ଅସାଧୁ ଠିକାଦାର ନିର୍ବାହୀ ଅଧିକାରୀ ଙ୍କୁ ହତାବାରିଶ କରି ନିମ୍ନ ମାନର କାମ କରାଯାଉଥିବାରୁ ବାରମ୍ବାର ପାଚେରୀ ଭାଙ୍ଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!