News
WhatsApp Image 2023-10-04 at 17.25.00
samparksetu

୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ରେ କରୋନା ଗ୍ରାଫ ବଢୁ ଥିବାରୁ ଜିଲ୍ଳା ପ୍ରଶାସନ ଜିଲ୍ଲ।ର ୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମରେ ଗତ ୨୨ତାରିଖରେ ଶତାଧିକ ଲୋକଙ୍କର କୋଭିଡ଼ି ଟେଷ୍ଟ କରାଯାଇଥିଲା । ଯାହାକି ଗତକାଲି ୩୫ ଜଣଙ୍କ ଠାରେ କୋଭିଡ୍୧୯ ପୋଜିଟିଭ ବାହାରିବା ପରେ ୨୪.୦୫.୨୧ ତାରିଖ ସକାଳ ୭ଟାରୁ ୩୦.୦୫.୨୧ ତାରିଖ ସକାଳ ୭ ଟା ପର୍ଯ୍ୟନ୍ତ ୭ଦିନ ପାଇଁ ଜିଲ୍ଲାପାଳ ସମ୍ପୂର୍ଣ୍ଣ ସରାଙ୍ଗ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବୋଲି ଘୋଷଣା କରିଛନ୍ତି ଏବଂ କାହାରିକୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଗ୍ରାମରେ ବିଭିନ୍ନ ସ୍ଥାନରେ ବାଉଁଶ ରେ ବ୍ୟାରିଗେଡେ କରାଯାଇଛି, ଏବଂ ପୋଲିସ ପଇଁତର ମାରୁଛି ।

ଅନ୍ୟପଟେ ଆଜି ଠାରୁ ୩୧ ମେ ସକାଳ ୭ ଘଟିକା ପର୍ଯ୍ୟନ୍ତ ଓଡ଼।ପଡ଼ା ବ୍ଳକ୍ ବେଲପଡା ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

new life
You might also like
error: Content is protected !!