News
WhatsApp Image 2023-10-04 at 17.25.00
samparksetu

୨ୟ ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାବା କପିଳେଶ୍ବର କ୍ରିକେଟ୍ କ୍ଳବ,ଭାଲିଆପାଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ରେ ସାମ୍ନା ସାମ୍ନି ହୋଇଥିଲେ ଭୁବନ କ୍ରିକେଟ୍ ଦଳ ଓ ମୃଦଙ୍ଗା କ୍ରିକେଟ୍ ଦଳ ୨୦ଓଭର ବିଶିଷ୍ଟ ମ୍ୟାଚ୍ ରେ ମୃଦଙ୍ଗା କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୯ ଗୋଟି ୱିକେଟ ହରାଇ ୧୮୫ରନ୍ ସଂଗ୍ରହ କରିଥିଲା।

ତାର ଜବାବ ରେ ଭୁବନ କ୍ରିକେଟ୍ ଦଳ ୧୭.୪ ଓଭରରେ ୫ୱିକେଟ ହରାଇ ୧୮୮ରନ୍ କରି ମ୍ୟାଚ୍ ରେ ବିଜୟ ଲାଭ କରିଥିଲା।

new life
You might also like
error: Content is protected !!