News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ୨ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁ ଛକ ନିକଟରେ ଏକ ଅଟୋ ସହ ଏକ ବାଇକ୍ ଧକ୍କା ହେବା ଫଳରେ ବାଇକରେ ଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ୨ହେଲେ ଅଁଳାକଟା ଗାଁ ର ବିକଳ ସାହୁ ଓ ମହେଶ୍ଵର ସାହୁ ।

ସୂଚନା ଅନୁଯାୟୀ ବସୋଇ ଗ୍ରାମରୁ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଅଟୋ ସହ ଏକ ଅଟୋ ସହ ମୁଁହାମୁଁହି ଧକ୍କା ହୋଇଥିଲେ ।

ଉଭୟଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନା ଏବଂ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!