News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଦୂର ହେଲା କଂଗେଇଲ ଗ୍ରାମବାସୀ ଙ୍କ ଜଳ କଷ୍ଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଜଗନ୍ନାଥପୁର ପଞ୍ଚାୟତ କଂଗେଇଲ ଗାଁରେ ୧୦୦ ରୁ ଅଧିକ ପରିବାର ଲୋକ ବସବାସ କରନ୍ତି । ଏହି ଗାଁ ରେ ପିବା ପାଣି ମୁଖ୍ୟ ସମସ୍ୟା ବିସୟ ରେ କିଛି ଦିନ ତଳେ ଖବର ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଉକ୍ତ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି ।

ପୂର୍ବରୁ ପ୍ରସାରିତ ଖବର

୬ମାସ ହେବ ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ପାଣି ଟାଙ୍କି ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ତେବେ ଖବର ପ୍ରସାରଣ ପରେ ଉକ୍ତ ଯୋଜନା କାର୍ଯ୍ୟକ୍ଷମ ହୋଇଥିବାର ସୂଚନା ମିଳିଛି , ତେବେ ଗ୍ରାମବାସୀ ଏବେ ବିଶୁଦ୍ଧ ପାଣି ପାଇ ଖୁଶି ପ୍ରକାଶ କରିଛନ୍ତି , ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ୧୭ ଲକ୍ଷ ଟଙ୍କାର ଯୋଜନା ଆଗକୁ କାର୍ଯ୍ୟକ୍ଷମ କରାଯିବ ।

new life
You might also like
error: Content is protected !!