News
WhatsApp Image 2023-10-04 at 17.25.00
samparksetu

ପରିଣତ ବୟସରେ ଅଲୋଡା ବୋଝ

ଯୋଜନା ଉପରେ ଯୋଜନା କନ୍ୟାରତ୍ନ ଠାରୁ ହରିଶ୍ଚନ୍ଦ୍ର ବିଭିନ୍ନ ବର୍ଗଙ୍କ ପାଇଁ ବିଭିନ୍ନ ଯୋଜନା ହେଲେ କିଛି ମାତ୍ରାରେ ସାଧାରଣଙ୍କ ପାଖରେ ପହଁଚିପାରିନଥାଏ ଏ ଯୋଜନା ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗ୍ରାମର ଶାନ୍ତି ଲତା ମହାଖୁଡ ବୟସ ପାଖାପାଖି ୬୫ ୭ ମାସ ପୂର୍ବରୁ ସ୍ୱାମୀ ଆରପାରିରେ , ପରିବାରରେ ଆଉ କେହି ନାହିଁ । ଶାନ୍ତି ରହୁଥିବା ଘରେ ନାହିଁ ବିଜୁଳି ବ୍ୟବସ୍ଥା ଅନ୍ଧାର ହେଲେ ଜହ୍ନ ଭରଷା । ସରକାରୀ ଯୋଜନା ଅନୁଯାୟୀ ମାସକୁ ୫ କେଜି ଚାଉଳ ମିଳୁଥିବା ବେଳେ ଓଳିଏ ଖାଇ ଓଳିଏ ଓପାସରେ ରହୁଛନ୍ତି ବୋଲି କହୁଛନ୍ତି ଶାନ୍ତି ।

ଏଭଳି ପରିଣତ ବୟସ ତା ସାଙ୍ଗ କୁ ଏତକ ଦୁଃଖ ବୋଝ ଉପରେ ଲଳିତା ବିଡା ସଦୃଶ । ତେବେ ଯଦି ସରକାରୀ ଯୋଜନା ଅନୁଯାୟୀ ଘରକୁ ବିଜୁଳି ଏବଂ ଭତ୍ତା ମିଳନ୍ତା ବାକିତିକ ଜୀଵନ ଖୁସିରେ କାଟି ପାରନ୍ତେ ଶାନ୍ତି ।

new life
You might also like
error: Content is protected !!