News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ଜନ୍ମରୁ ଦିବ୍ୟ।ଙ୍ଗ ଥିବା ଶ୍ରୀଧର ପାତ୍ର ଙ୍କୁ ମିଳିଲା ଭତ୍ତା

କଙ୍କଡାହାଡ: କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ପଞ୍ଚାୟତର ମଦନାପାଳ ଗାଆଁର ଶ୍ରୀଧର ପାତ୍ର, ଜନ୍ମରୁ କାନକୁ ଶୁଣାଯାଉ ନାହିଁ। କାନକୁ ଶୁଣାଯାଏ ନାହିଁ ବୋଲି ବାହାରକୁ କାମ କରି ଯାଇ ପାରନ୍ତି ନାହିଁ। ତା ଛଡା କଥା ବି ସେ ଠିକ୍ ଭାବରେ କହିପାରନ୍ତି ନାହିଁ। ତେବେ ତାଙ୍କ ପାଖରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ମଧ୍ୟ ଆଜି ସୁଦ୍ଧା ଭତ୍ତା ଖଣ୍ଡିଏ ହିଇପାରୁ ନଥିଲା । ତେବେ ଏ ନେଇ ୮ ଜୁଲାଇ ରେ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଶ୍ରୀଧର ଙ୍କୁ ଭତ୍ତା ଯୋଗାଇ ଦେଇଛନ୍ତି ସରକାର ।

ପୂର୍ବରୁ ପ୍ରସାରିତ ଖବର

ପିଲାବେଳୁ ବହୁତ କଷ୍ଟ ସହି ଆସିଛନ୍ତି ସେ ଅଭାବ କାରଣରୁ ଘର ଖଣ୍ଡିଏ କରି ପାରୁ ନାହାଁନ୍ତି। ତେବେ ଆଗକୁ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!