News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ସଚଳ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ,ଉପକୃତ ହେଲେ ୧୦ ଟି ଗ୍ରାମର ଉପଭୋକ୍ତା

ଓଡ଼ାପଡ଼ା ବ୍ଳକ୍ ନିମବାହାଳି ଛକରେ ଥିବା ଏକମାତ୍ର ଏଟିଏମ ଟି ଦୀର୍ଘ ମାସେ ହେବ ଅଚଳ ଅବସ୍ଥାରେ ପଡିରହିଥିଲା ଲୋକମାନେ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ , ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇଥିଲା ।

ଏପୂଜା ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଟଙ୍କା ଉଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ୧୦ ଗାଁ ର ଲୋକେ । ତେବେ ଖବର ପ୍ରସାରଣ ପରେ ଅଚଳ ଏଟିଏମ ଟି ସଚଳ ହୋଇଛି ।

new life
You might also like
error: Content is protected !!