News
WhatsApp Image 2023-10-04 at 17.25.00
samparksetu

ଆନ୍ତରିକ ଶୁଭେଚ୍ଛା

ତାଜା ପତ୍ରକାରିତା କ୍ଷେତ୍ରରେ ଢେଙ୍କାନାଳ ଅପଡେଟ ର ସ୍ଥାନ ଅନ୍ୟତମ। ଡିଜିଟାଲ ଖବର ପ୍ରସାରଣ ରେ ମୋ ଜାଣିବାରେ ଢେଙ୍କାନାଳ ରେ ଏହା ସର୍ବପ୍ରଥମ । ନିତିଦିନ ଜିଲ୍ଲାର ଛୋଟ-ବଡ ଖବର ପଢ଼ିବାକୁ ମିଳେ, ରାଜ୍ୟ କିମ୍ବା ଦେଶ ବାହାରେ ଥିଲେ ମଧ୍ୟ ନିତିଦିନ ନିଜ ଗାଁ ଓ ଜିଲ୍ଲା ର ତାଜା ଖବର ଗୁଡ଼ିକ ପଢ଼ିବାକୁ ମିଳେ ।

ସମାଚାରପତ୍ର କିମ୍ବା କୌଣସି ସମାଚାର ଏଜେନ୍ସି ହେଉ ନା କାହିଁକି ତାକୁ ନିର୍ଭିକ, ନିଷ୍ପକ୍ଷ ହେବା ଅତି ଆବଶ୍ୟକ। ଢେଙ୍କାନାଳ ଅପଡେଟ ସତରେ ଶୁଭେଚ୍ଛା ର ପାତ୍ର ଯେ ଏହି ମାଧ୍ୟମରେ ସେ ଗରିବ, ଅସହାୟ ଓ ଭିନ୍ନକ୍ଷମ ଜନତା ଙ୍କ ର ପ୍ରକୃତ ପ୍ରତିନିଧି ସାଜିଛି ।


ଢେଙ୍କାନାଳ ଅପଡେଟ ୨ୟ ବର୍ଷ ରେ ପଦାର୍ପଣ କରିଛି, ଏହି ଶୁଭ ଅବସର ରେ ମୁଁ ଢେଙ୍କାନାଳ ଅପଡେଟ ର ସଂପାଦକ ମଣ୍ଡଳୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ କୋଟି କୋଟି ଧନ୍ୟବାଦ ଅର୍ପଣ କରିବା ସହ ଉଜ୍ବଳ ଭବିଷ୍ୟତ ର କାମନା କରୁଛି।🙏

ବିନିତ..
ଅନସାର୍ ଅଲୀ ଖାଁ
ସାମାଜିକ କାର୍ଯ୍ୟକର୍ତ୍ତା
ଅଧ୍ୟକ୍ଷ ଅନ୍ତର୍ରାଷ୍ଟ୍ରିୟ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ସୋଲାପୁର, ମହାରାଷ୍ଟ୍ର

new life
You might also like
error: Content is protected !!