News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କମଗରା ରାୟନୃସିଂହ ଶାସନ ଭଗବତ୍ ମନ୍ଦିର ଭିତରେ ରହିଥିଲା ୩ଟି ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି । ପାଣି ପାଇଁ ହେଉ କିମ୍ବା ପୁରୁଣା ହେବା କାରଣରୁ ହେଉ ବିଦ୍ୟୁତ୍ ଖୁଣ୍ଟି ୨ଟି ର ତଳ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଯାହକୁ ଅନେକ ଅଭିଯୋଗ ପରେ ମଧ୍ୟ ବଦଳା ଯାଇନଥିଲା ।

ପୂର୍ବରୁ ପ୍ରସାରିତ ଖବର

ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଉକ୍ତ ଖୁଣ୍ଟି ୩ ଟି ବଦଳା ଯାଇ ନୂତନ ବିଦ୍ୟୁତ ଖୁଣ୍ଟି ପୋତା ଯାଇଛି ।

new life
You might also like
error: Content is protected !!