News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ପ୍ରଭାବ; ସ୍କୁଲ ଆଗରେ ତିଆରି ହେଲା ହମ୍ପ୍ସ

ଢେଙ୍କାନାଳ ଜିଲ୍ଲା କପିଳାସ ଯିବା ରାସ୍ତା ଭଗବାନପୁର ଠାରେ ଗଢିଉଠିଥିବା ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରେ ଘଟିଚାଲିଥିଲା ନାହିଁ ନଥିବାର ଦୁର୍ଘଟଣା, କାରଣ ବିଦ୍ୟାଳୟ ଦେଇଯାଇଥିବା ମୁଖ୍ୟ ରାସ୍ତାରେ ନଥିଲା ହମ୍ପ୍ସ । ବିଗତ କିଛିଦିନ ତଳେ ସେହି ଜାଗାରେ ବହୁ ଦୁର୍ଘଟଣା ଘଟିଯାଇଛି ।

ତେବେ ଏ ନେଇ ୨୮ ଅକ୍ଟୋବର ୨୦୨୦ ରେ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ସହ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା, ତେବେ ତତ୍ପରତା ଦେଖାଇଥିଲେ କର୍ତୁପକ୍ଷ, ନିର୍ମାଣ ଆରମ୍ଭ ହୋଇଛି ହମ୍ପ୍ସ ।

new life
You might also like
error: Content is protected !!