News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସରଣ ପରେ ବଦଳିଲା ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହ। ଗ୍ରାମ ଉପର ସାହି ରେ ଏକ ବିଦ୍ୟୁତ ଖୁଣ୍ଟ ବହୁ ଦିନ ହେବ ବିପଦପୂର୍ଣ୍ଣ ଭାବରେ ରହିଥିଲା । ଖୁଣ୍ଟ ଟି ଗ୍ରାମ ର ଜନ ବସତି ଅଞ୍ଚଳରେ ରହିଥିବା ହେତୁ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା ।

ପୂର୍ବରୁ ପ୍ରସାରିତ ଖବର

ତେବେ ଏ ନେଇ ଗତ ୨୪ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ପରେ ଉକ୍ତ ବିଦ୍ୟୁତ ଖୁଣ୍ଟ କୁ ବଦଳାଯାଇ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି ।

new life
You might also like
error: Content is protected !!