News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମାସେ ହେବ ଖରାପ ହୋଇ ପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ଠିକ୍ ହେଲା ; ଉପକୃତ ହେଲେ ୨ଟି ଓ୍ବାର୍ଡ ର ବାସିନ୍ଦା

ପ୍ରାୟ ମାସେ ହେବ ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଭୋଗୁଥିଲେ । ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି ଯାଇଥିଲା । ମହିଳାମାନେ ପୂର୍ବ ପରି କୂଅ ପୋଖରୀ ଉପରେ ନିର୍ଭର କରୁଥିବା ଦେଖାଯାଇଥିଲା ।

ପୂର୍ବରୁ ପ୍ରସାରିତ ଖବର

ଯାହାର ଖବର ଢେଙ୍କାନାଳ ଅପଡେଟ ରେ ଗତ ୧୧ ନଭେମ୍ବର ରେ ପ୍ରକାଶ ପାଇଥିଲା । ତେବେ ଖବର ପ୍ରସାରଣ ପରେ ଉକ୍ତ ପ୍ରକଳ୍ପ ର ବିଦ୍ୟୁତ ଟ୍ରାନ୍ସଫର୍ମ ଟିକୁ ଠିକ୍ କରା ଯାଇଥିବାରୁ ଉକ୍ତ ଅଞ୍ଚଳରେ
ପାନୀୟ ଜଳ ସମସ୍ୟା ଦୂର ହୋଇଛି ।

new life
You might also like
error: Content is protected !!