News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ବହୁତ ଦିନରୁ ଗଛରେ ବନ୍ଧା ହୋଇଥିବା ବିଦ୍ୟୁତ ତାର କୁ ଖୁଣ୍ଟି ରେ ବାନ୍ଧିଲା ବିଦ୍ୟୁତ ବିଭାଗ

ଢେଙ୍କାନାଳ ସଦର ବ୍ଲକ ତରଭl ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଥିଲା । ନିକଟରେ ମନ୍ଦିର ତେଣୁ ଏ ସ୍ଥାନଟି ଗାଁ ର ବ୍ୟସ୍ତ ବହୁଳ ସ୍ଥାନ କହିଲେ ଚଳେ। ପ୍ରତିଦିନ ଅନେକ ଲୋକ ଚଳପ୍ରଚଳ ସ୍ବଭାବିକ କଥା। ବିଜୁଳି ତାର ଯେପରି ଗଛର ସହାୟତାରେ ଝୁଲୁଛି କେଉଁ ଦିନ ବିପଦ ନ ଘଟିବ ତାକୁ ଏଡାଇ ଦିଆଯାଇନପାରେ। ଅନେକ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ଏହି ଘଟଣା ଉପରେ ଗୁରୁତ୍ୱ ଡେଉଁଥିବାରୁ । ଏହି ସମସ୍ୟା ନେଇ ଗତ ୨୦ ନଭେମ୍ବର ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ର କିଛିଦିନ ମଧ୍ୟରେ ଅନେକ ଦିନରୁ ଗଛରେ ବନ୍ଧାହୋଇଥିବା ବିଦ୍ୟୁତ ତାର ଗୁଡିକୁ ଗଛରୁ କଢ଼ା ହୋଇ ବିଦ୍ୟୁତ ଖୁଣ୍ଟି ରେ ବନ୍ଧା ଯାଇଛି । ତେବେ ଏତେ ଦିନର ସମସ୍ୟା ସମାଧାନ ହୋଇଯିବାରୁ ଗ୍ରାମବସୀ ଖୁସିବ୍ୟକ୍ତ କରିଛନ୍ତି ।

new life
You might also like
error: Content is protected !!