News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

ଢେଙ୍କାନାଳ ବନଖଣ୍ଡ ପରଜଙ୍ଗ ରେଞ୍ଜ ଅନ୍ତର୍ଗତ ବସୁଇ ଗ୍ରାମରେ ହାତୀ ଆକ୍ରମଣ । ସୂଚନା ଅନୁଯାୟୀ ସେହି ଗ୍ରାମର ମାଗୁଣି ସାହୁ (୬୫) ଆଜି ସକାଳେ ଶୌଚ ଯାଇଥିବା ବେଳେ ହାତିଆକ୍ରମଣ ର ଶିକାର ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଛାଡ଼ି ଦେବାପରେ ସିଏ ଜୋରସେ ପାଟିକରିବାରୁ ପରିବାରଲୋକେ ଆସି ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ୍ କୁ ନେଇଥିଲେ ସେଠାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!