News
WhatsApp Image 2023-10-04 at 17.25.00
samparksetu

ବାଟମଙ୍ଗଳା ମନ୍ଦିର ପାଇଁ ଭୂମି ପୂଜା

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ପନେଇଲୋ ଓ ଜରଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମଙ୍ଗଳବାର ଦିନ ମା ବାଟ ମଙ୍ଗଳା ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଶ୍ରୀକ୍ଷେତ୍ର ରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଯଥା ବିଧି ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ଘରିଆ ପନେଇଲୋ ଓ ଜରଡା ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!