News
WhatsApp Image 2023-10-04 at 17.25.00
samparksetu

ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୩ ବର୍ଷର ବାଳକ ନିଖୋଜ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଖଙ୍କିରା ଗ୍ରାମରେ ଆଜି ସଂନ୍ଧ୍ୟା ସମୟରେ ଏକ ଦେଢ଼ ବର୍ଷର ବାଳକ ଗାଁ ଦାଣ୍ଡ ରେ ଖେଳୁଥିବା ସମୟରେ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ କି ,ଉକ୍ତ ଗ୍ରାମର ଚନ୍ଦନ ସାହୁ ଙ୍କ ଦୁଇ ପୁଅ ନିଜ ଘର ଦାଣ୍ଡ ରେ ଖେଳୁଥିଲେ । ବଡ଼ ପୁଅ ସଉଚ ହେବାକୁ ଗଲା ପରେ ଏବେ ଠାରୁ ସାନ ପୁଅ କାଳିଆ ସାହୁ(୩) କୁ ଘର ଲୋକ ପାଉ ନଥିବାର ସୂଚନା ମିଳିଛି । ତେବେ ଏ ନେଇ ପରିବାର ଲୋକ କାଳିଆ କୁ କେହି ଅପହରଣ କରିନେଇଥିବାର ଥାନାରେ ଏତଲା ଦେଇଛନ୍ତି ।

new life
You might also like
error: Content is protected !!