News
WhatsApp Image 2023-10-04 at 17.25.00
samparksetu

ରୋଗୀନେଇ ଯାଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଦୁର୍ଘଟଣା ଗ୍ରସ୍ତ

ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅଞ୍ଚଳର ଏକ ୧୦୮ ଆମ୍ବୁଲାନ୍ସ ରୋଗୀ କୁ ଆଜି ଭୋର ୪ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସୁଥିବା ସମୟରେ

ଢେଙ୍କାନାଳ ସହର ଦକ୍ଷିଣ କାଳୀ ରୋଡ ରେ ଗାଡିଟି ଭରସ୍ୟ।ମ ହରାଇ ବିଲ ଭିତରକୁ ଓଲଟି ପଡିଛି ।ଗାଡ଼ିରେ ରୋଗୀଙ୍କ ସମେତ ୨ ଜଣ ସମ୍ପର୍କୀୟ ବସିଥିବାର ସୂଚନା , ସେମାନଙ୍କୁ ସଙ୍ଗେ ସଙ୍ଗେ ଅନ୍ୟଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଦୁର୍ଘଟଣା ରେ ରୋଗୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ଏବଂ ହେଲାପର ସାମାନ୍ୟ ଆହତ ହୋଇଛନ୍ତି ।

new life
You might also like
error: Content is protected !!