News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ବବିତା ଙ୍କ ପାଖରେ ପହଞ୍ଚିଲା ଡାକ୍ତରୀ ଟିମ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ (ଖ ) ପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମରେ ।ଭିଓ-୧_ ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୨୫ ବର୍ଷ । ବବିତାର କପାଳ ଓ ଆଖି ଭୃଲତାରେ ଧୀରେ ଧୀରେ ମାଂସ ବଢିବାରେ ଲାଗିଛି ଅସ୍ବାଭାବିକ ମାଂସ ବୃଦ୍ଧି ଯୋଗୁଁ ସେ କିଛି ଦେଖି ପାରୁନାହିଁ । ଶ୍ରୀଧର ଦିନ ମଜୁରୀ ଓ ଅନ୍ୟର ଜମିକୁ ଭାଗଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ବବିତାର ମାତ୍ର ୧୦ ବର୍ଷ ବୟସରୁ ମାଂସ ବଢିବାରେ ଲିଗିଛି । ଅର୍ଥ ଅଭାବରୁ ଆଜି ପର୍ଯ୍ୟନ୍ତ ଝିଅକୁ କେଉଁଠିକୁ ନେଇ ନାହାନ୍ତି ।

ତେବେ ଏ ନେଇ ଗତ ୨୨ ଡିସେମ୍ବର ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହେବା ସହ ପ୍ରଶାସନ କୁ ଅବଗତ କରାଯାଇଥିଲା । ଆଜି ମଠକରଗୋଳ। ରୁ ଡ଼ା .ରାଜେନ୍ଦ୍ର ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ବବିତା ଙ୍କ ପାଖରେ ପହଁଚି କିପରି ଆଗକୁ ଚିକିତ୍ସା ହେବ ସେ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!