News
WhatsApp Image 2023-10-04 at 17.25.00
samparksetu

ସପ୍ତମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ କପ୍ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ପଡା ଓ ଶିରିଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପଡା ପ୍ରଥମେ ଟସ୍ ବିଜୟୀ ହୋଇ ଶିରିଡି କ୍ରିକେଟ୍ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ୧୫ ଓଭର ବିଶିଷ୍ଟ ମ୍ୟାଚରେ ଶିରିଡି ପ୍ରଥମେ ୧୨.୩ ସମସ୍ତ ୱିକେଟ ହରାଇ ୭୮ ରନ କରିବାରେ ସକ୍ଷମ ହୋଇଥିଲା। ପଡା କ୍ରିକେଟ୍ ଦଳ ୭୯ ରନ୍ କୁ ପିଛା କରି ତାର ସମସ୍ତ ୱିକେଟ ହରାଇ ୫୭ ରନ୍ କରି ପରାଜିତ ହୋଇଥିଲା ।ଶିରିଡି ଦଳ ୨୧ରନ୍ ବିଜୟୀ ହୋଇଥିଲା।

new life
You might also like
error: Content is protected !!