News
WhatsApp Image 2023-10-04 at 17.25.00
samparksetu

ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ର ଦଲକ ଗ୍ରାମରେ ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା ।

ଗୋଚର ଜମି ଉପରେ ବିନା ଫଳକରେ ଏବଂ ମେସିନ ଦ୍ୱାରା NREGS କାମ ହେଉଛି । ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କହିବା କଥା ସେ ଏହିସବୁ ମୁଁ ଏସବୁ ଜାଣି ନାହାଁନ୍ତି ।

ସୂଚନାଯୋଗ୍ୟ କି ପ୍ଲଟ ନଂ 139/622 ଏବଂ ଖାତା ନଂ 100 ରେ ଗୋଚର ଜମି ରହିଛି କାହା ଉପରେ ମେସିନ ଦ୍ୱାରା ମାଙ୍କଡା ପଥର କଟା ଚାଲିଛି । ଏହି ବେଆଇନ କାର୍ଯ୍ୟର ତଦନ୍ତ କରି ବନ୍ଦ କରିବାପାଇଁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!