News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପ୍ରଭାବ, ମିଳିଲା ଦିବ୍ୟାଙ୍ଗ ଭତ୍ତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଟିପୁ ଦେହୁରୀ(୪୦) ଙ୍କ ଗୋଟିଏ ବୋଲି ପୁଅ ରାହୁଲ (୧୧ ) ।

ରାହୁଲ ଜନ୍ମରୁ ଦିବ୍ଯାଙ୍ଗ , ଜଣେ ମଜୁରୀଆ ଭାବେ ଟିପୁ ପରିବାର ଚଳାଇବା ସହ ପୁଅର ବୋଝ ସମ୍ଭାଳନ୍ତି । ପୁଅର ଭିନ୍ନକ୍ଷମ ସାର୍ଟିଫିକେଟ ଥାଇ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ, ୨ ବର୍ଷ ହେଲା ଭତ୍ତା ପାଇଁ ଦରଖାସ୍ତ ଦିଆଯାଇଥିଲେ ମଧ୍ୟ ମିଳିନଥିଲା ଭତ୍ତା ।

ତେବେ ଏ ନେଇ ଗତ ଡିସେମ୍ବର ୧୫ ରେ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ର କିଛି ଦିନ ମଧ୍ୟରେ ଟିପୁ ଙ୍କୁ ଦିବ୍ୟାଙ୍କ ଭତ୍ତା ଯୋଗାଇ ଦେଇଛନ୍ତି ବିଭାଗୀୟ ଅଧିକାରୀ ।

new life
You might also like
error: Content is protected !!