News
WhatsApp Image 2023-10-04 at 17.25.00
samparksetu

୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ; ବିଶ୍ୱନାଥପୁର ବିଜୟୀ

ଆଜି ୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ହୋଇଯାଇଛି ମ୍ ପ୍ରଥମେ ଟସ ଜିତି ଗଁଦିଆ ଜେଡିସିଟି ଦଳ ତାର ସମସ୍ତ ୱିକେଟ ହରାଇ ୧୮୫ ରନ କରିଥିଲେ । ଗଁଦିଆ ତରଫରୁ ରାମ ଓ ଶ୍ୟାମ ଦୁଇ ଭାଇ ରାମ ୬୨ , ଶ୍ୟାମ ୫୬ ରନ ସଂଗ୍ରହ କରିଥିଲେ ।

ତାହାର ଜବାରେ ବିଶ୍ୱନାଥପୁର ନିର୍ଦ୍ଧାରିତ ୧୪-ଓଭର ରେ ଗୋଟିଏ ୱିକେଟ ରେ ୧୮୬ ରନ ରେ ବିଜୟ ହାସଲ କରିଥିଲା

ବିଶ୍ୱନାଥପୁର ପକ୍ଷରୁ ଅଂଶୁମାନ ବିଶ୍ୱାଳ ସର୍ବାଧିକ ୧୧୬ ରନ ସଂଗ୍ରହ କରି ଆଜି ମ୍ୟାଚ ର ମ୍ୟାନ ଅଫ ମ୍ୟାଚ ଓ ମ୍ୟାନ ଅଫ ସିରିଜି ହୋଇଥିଲେ।

ଆଜି ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳର ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା,ଯୁବ ସଭାପତି ପ୍ରଦୀପ ରାଉତ,ଜାତି ଓ ଜନଜାତି ଅଧ୍ୟକ୍ଷ ଦୁଷ୍ମନ୍ତ ମଲ୍ଲିକ,ଗଁଦିଆ କଂଗ୍ରେସ ବ୍ଲକ ସଭାଅତି ଶେଷଦେଵ ମହାପାତ୍ର,ଗଁଡ଼ିଆ ବ୍ଲକ ଯୁବ ଜନତା ଦଳର ସମ୍ପାଦକ ପରମା ନନ୍ଦ ବେହେରା ଓ ଗଁଦିଆ ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଭୁତିଆ ଉପସ୍ଥିତ ଥିଲେ।

ଆଜିର ଖେଳକୁ ପରିଚାଳନାକରିଥିଲେ ଦିଲ୍ଲୀପ ଜେନା ଓ ସରୋଜ ସାହୁ। ଏବଂ ସହଯୋଗ କରିଥିଲେ,ବୁବୁ,ବନ୍ଟି,ପ୍ରତାପ,ବିକାଶ,ଲିପୁନ,କୁଲୁ,ବାବୁଲୁ,
ଧନ୍ୟବାଦ ଦେଇଥିଲେ ଲିପୁ ଓ ବଳରାମ ଓଝା

new life
You might also like
error: Content is protected !!