News
WhatsApp Image 2023-10-04 at 17.25.00
samparksetu

ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍

ସୋଲଗାଁ ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍ ।

ଏହାର ଦ୍ବିତୀୟ ଲିଗ୍ ମ୍ୟାଚ୍ ରେ ଦଶିପୁର ଓ ଜାରଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦଶିପୁର ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ନିର୍ଧାରିତ ୧୫ ଓଭରରେ ୯ ଗୋଟି ୱିକେଟ ହରାଇ ୧୦୧ ରନ୍ କରିବାରେ ସକ୍ଷମ ହୋଇଥିଲା। ୧୦୨ ରନ୍ ବିଜୟ କୁ ପିଛା କରି ଜାରଡା କ୍ରିକେଟ୍ କ୍ଳବ ୧୨.୪ ଓଭର ରେ ୭ ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଦ୍ବିତୀୟ ଲିଗ୍ ମ୍ୟାଚ୍ ରେ ବିଜୟୀ ହୋଇଥିଲା।

new life
You might also like
error: Content is protected !!