News
WhatsApp Image 2023-10-04 at 17.25.00
samparksetu

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ହିନ୍ଦୋଳ କ୍ରିକେଟ୍ କ୍ଳବ ଓ ଠୋକର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚରେ ହିନ୍ଦୋଳ ତାର ୨ଗୋଟି ୱିକେଟ ମଧ୍ୟରେ ୨୩୦ ରନ୍ ବିଶାଳ ସ୍କୋର୍ କରିଥିଲା।

ଦଳ ପକ୍ଷରୁ ସୁନିଲ୍ ପଟ୍ଟନାୟକ ଧୂଆଁଧାର ୩୭ ବଲରୁ ୧୦୨ରନ୍ କରିଥିଲେ। ୨୩୧ ରନ୍ ବିଶାଳ ସ୍କୋର୍ ପିଛା କରି ଠୋକର କ୍ରିକେଟ୍ ଦଳ ୧୫ ଓଭର ରେ ୧୧୦ ରନ୍ କରିବାରେ ସକ୍ଷମ ହୋଇ ପରାଜିତ ହୋଇଥିଲା। ହିନ୍ଦୋଳ ଦଳ ପକ୍ଷରୁ ଷ୍ଟାର ବ୍ୟାଟସ୍ମାନ ସୁନିଲ୍ ପଟ୍ଟନାୟକ ଙ୍କୁ ମ୍ୟାନ୍-ଅଫ୍-ମ୍ୟାଚ୍ ଘୋଷଣା କରାଯାଇଥିଲା।

new life
You might also like
error: Content is protected !!