News
WhatsApp Image 2023-10-04 at 17.25.00
samparksetu

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲା ଷ୍ଟିଲପ୍ଲାଣ୍ଟର ରିଟାଏଡ଼ ଡେପୁଟି ଡାଇରେକ୍ଟର ବ୍ରଜଯଶୋର ସାହୁ ।

ଢେଙ୍କାନାଳ ଶାଖାର ମୁଖ୍ୟ ରାଜଯୋଗୀନି ବ୍ରହ୍ମାକୁମାରୀ ଉଷା ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଦେଇ ଆଧ୍ୟାତ୍ମିକ ବିକାଶ ଉପରେ ଆଲୋଚନା କରିଥିଲେ । ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଳକ୍ ର ସଂଚାଳିକା ମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!