News
WhatsApp Image 2023-10-04 at 17.25.00
samparksetu

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ଭାଗିରଥିପୁର ଠାରେ ରକ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମେ ଉଦଘାଟନ କରି କହିଥିଲେ କି “ରକ୍ତଦାନ ଜୀବନ ଦାନ, ରକ୍ତଦାନ କରିବା ଦ୍ୱାରା ଆମେ ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହି ଥାନ୍ତି, ରକ୍ତଦାନ ଏକ ମହପୁରଣ୍ୟ ଅଟେ “

ଆଜିର ଏହି ରକ୍ତଦାନ ଶିବିର ରେ ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କ ମୁଖ୍ୟ ବିରଞ୍ଚି ପାଣି, ରକ୍ତଦାତା ସୁମନ୍ତ ଜେନା, ଢେ଼ଙ୍କାନାଳ ର ରକ୍ତ ଦାତା ବଦ୍ରି ନାରାୟଣ ବରାଳ ଓ ସମସ୍ତ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ, ମାତୃଶକ୍ତି ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ
ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

new life
You might also like
error: Content is protected !!