ପ୍ରାୟ ୧୦ ଦିନ ଅଧିକ ଦିନ ହେବ ବାଜିରାଉତ ସେତୁର ଗୋଟିଏ ପାର୍ଶ୍ଵ ର ଆଲୋକ ଅଚଳ ହୋଇ ପଡିଥିଲା , ଯାହା ଫଳରେ ପଥଚାରି ନାହିଁ ନଥିବାର ଅସୁବିଧା ଭୋଗୁଥିଲେ ।
ଜାନୁଆରୀ ୯ ତାରିଖରେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା, ଖବର ପ୍ରସାରଣ ପରେ ବନ୍ଦ ହୋଇ ପଡ଼ିଥିବା ସେତୁ ର ଗୋଟିଏ ପାର୍ଶ୍ଵର ଆଲୋଇ କାର୍ଯ୍ୟକାରୀ ହୋଇଛି ।