News
WhatsApp Image 2023-10-04 at 17.25.00
samparksetu

ରାମେଶ୍ୱରପୁର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳରୁ ୧୦,୪୪୦ ଗ୍ରାମ ବ୍ରାଉନ ସୁଗାର ସହ, ୨ ଲକ୍ଷ ୯୩ ହଜାର ଟଙ୍କା ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।

ଧଳା ଜହର କବଜାରେ ଢେଙ୍କାନାଳ ସହର ଟାର୍ଗେଟ ରେ ଯୁବ ପିଢ଼ି । ପଇସା ଅଭାବରୁ ବଢୁଛି ଲୁଟ୍ ଡକାୟତି ସବୁରି ପଛରେ ଧଳା ଜହର କାରବାର । ତେବେ ଟାଉନ ଥାନା ଦ୍ୱାରା ଏହି କାରବାର ରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଆଜି ସକାଳେ ରାମେଶ୍ୱରପୁର ଅଞ୍ଚଳରୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତିଙ୍କ ତାଙ୍କ ନିକଟରୁ ୧୦,୪୪୦ ଗ୍ରାମର ବ୍ରାଉନ ସୁଗାର ସହ, ୨ ଲକ୍ଷ ୯୩ ହଜାର ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

new life
You might also like
error: Content is protected !!