News
WhatsApp Image 2023-10-04 at 17.25.00
samparksetu

ଯୌତୁକ ନିର୍ଯ୍ୟାତନା ଅଭିଯୋଗ;ସ୍ୱାମି ନାମରେ କୋର୍ଟ ରେ ମାମଲା

ଯୌତୁକ ନିର୍ଯ୍ୟାତନା ଅଭିଯୋଗ ରେ ପତ୍ନୀ ନିଜର ସ୍ୱାମି ଓ ଶାଶୁ /ଶଶୁର ଙ୍କର ନାମରେଗନ୍ଦିଆ କୋର୍ଟ ରେ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନାର ନିହଲପ୍ରସାଦ ଗ୍ରାମର ଅଇଁଠୁ ସେଠୀ ଙ୍କର ପୁଅ ଦିପୁନା ସେଠୀ (୩୦) କୁ ଭୁବନ ଥାନାର ବାରୂଂହା b(କ )ଗ୍ରାମର ଅଲେଖ ସେଠୀ ଙ୍କର କନ୍ୟା ସରୋଜିନୀ ସେଠୀ(୨୫) କୁ ବାଲୁଙ୍କେଶ୍ୱର ମନ୍ଦିରରେ ଦୁଇ ପରିବାର ଉପସ୍ଥିତରେ ବିବାହ 25/6/2018ରେ ବିବାହ କରିଥିଲେ ।

କିଛିଦିନ ଭଲରେ ଚଳିବା ପରେ ପତ୍ନୀ ଓ ପତି ମଧ୍ୟରେ କଳି ଓ ଝଗଡା ଲାଗିଲା ତାର ସ୍ୱାମୀ ମଧ୍ୟ ସରୋଜିନୀକୁ ମାରଧର କରିବା ସହ ଜୀବନରେ ମରିଦେବାକୁ ଧମକ ଦେଇଥିଲେ , ଏଥିରେ ତାର ଶାଶୁ ଓ ଶଶୁର ସହଯୋଗ କରୁଥିଲେ ଏହିଘଟଣା ରେ ସରୋଜିନୀ କୋର୍ଟ ରେ ମାମଲା ରୁଜୁ କଲ୍ଲାପରେ କୋର୍ଟ ଙ୍କ ନିର୍ଦେଶ କ୍ରମେ ନିହଲପ୍ରସାଦ ପୋଲିସ କେସ ନଂ ୧୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍

new life
You might also like
error: Content is protected !!