News
WhatsApp Image 2023-10-04 at 17.25.00
samparksetu

ବଢ଼ିଲା କପିଳାସ ଚିଡ଼ିଆଖାନା ପ୍ରବେଶ ଦେୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ କପିଳାସ ପାଦ ଦେଶରେ ଥିବା କପିଳାସ ଚିଡ଼ିଆ ଖାନାର ପ୍ରବେଶ ଦେୟକୁ ୨୦ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ଏହି ଚିଡ଼ିଆଖାନାକୁ ନୂତନ ଭାବରେ ଆସିଥିବା ହାତୀ ଛୁଆକୁ ଦେଖିବାକୁ ଚିଡ଼ିଆ ଖନାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ଏହିକୁ ନଜରରେ ରଖି ଦେୟ ବୃଦ୍ଧି କରାଯାଇଛି । ଆଗକୁ ଚିଡ଼ିଆ ଖନାକୁ ବାଘ ଏବଂ ଅନ୍ୟ ପ୍ରାଣୀ ଅଣାଯିବାର ଯୋଜନା ରହିଛି ।

new life
You might also like
error: Content is protected !!