News
WhatsApp Image 2023-10-04 at 17.25.00
samparksetu

ନିଆଁ ଲାଗି ମହିଳା ଗୁରୁତ୍ତର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ମହୁଲପାଳ ଗ୍ରାମରେ ଅଘଟଣ, ନିଆଁ ଲାଗି ମହିଳା ଗୁରୁତ୍ତର ଭୁବନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଆଜି ଦିନ ୧୨ ଟା ସମୟରେ ପ୍ରଶାନ୍ତ ରାଉତଙ୍କ ସ୍ତ୍ରୀ ସୁନିତା ରାଉତ (୨୫) ରୋଷେଇ କରୁଥିବା ସମୟରେ ଅଚାନକ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ସୁନିତାଙ୍କ ଶରୀରର କିଛି ଅଂଶ ପୋଡି ଜାଇଛି ।

ତାଙ୍କୁ ଭୁବନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ପରେ ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!