News
WhatsApp Image 2023-10-04 at 17.25.00
samparksetu

ଆରମ୍ଭ ହୋଇଛି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଘୋଡାଡିଆଁ ଗ୍ରାମରେ ଗତକାଲି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି ।

ପ୍ରଥମ ମ୍ୟାଚ ଟି ପୁରୁଣା ତିଗିରିଆ ଓ ଚୌଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚୌଦ୍ୱାର ବିଜୟ ଲାଭ କରିଥିଲା । ସେହିପରି ଆଜି ଯାଜପୁର ଓ ମେଜେଷ୍ଟିକ କ୍ଳବ ଆଠଗଡ଼ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।

ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଥିବା ବେଳେ ଆସନ୍ତା ୧୩ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡା ସୂଚନା ଦେଇଛନ୍ତି ।

new life
You might also like
error: Content is protected !!