ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୁଣ୍ଡୁରପସି ଗ୍ରାମପଞ୍ଚାୟତ ର ଫୁକାର ସାହି ର ବ୍ରଜକିଶୋର ବେହେରା (୫୫ )
ଙ୍କ ଆଜି ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ଆଜି ଗୁଣ୍ଡୁରପସି ଜଙ୍ଗଲ କୁ ବ୍ରଜକିଶୋର କାଠ ପାଇଁ ଯାଇଥିଲେ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ , ଦନ୍ତାର ଆକ୍ରମଣ ରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।