ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆଭୁବନ ଠାରେ ଥିବା ରେଙ୍ଗାଳି ବାମ କେନାଲ ର କାର୍ଯାଳୟରେ ଆଜି ଅଚାନକ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଥିଲା । ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।
ଅଗ୍ନିଶମ ବିଭାଗ ଦ୍ୱରା ନିଆଁ କୁ ଆୟତ କରିଛି ।ତେବେ ଆଜି ଓଡିଶା ବନ୍ଦ ଥିବା ବେଳେ କେତେକ କର୍ମଚାରୀ ଅଫିସ ଭିତରେ ଥାଇ କାମ କରୁଥିଲା ବେଳେ ଘଟିଛି ଏହି ଅଘଟଣ ।