News
WhatsApp Image 2023-10-04 at 17.25.00
samparksetu

ଜରିପାଲ ଛକ ନିକଟରେ ଦୁର୍ଘଟଣା, ସ୍କୁଟି ଚାଳକ ଆହତ

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଲ ଛକ ନିକଟରେ ଦୁର୍ଘଟଣା। ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସ୍କୁଟି ଚାଳକ ଗଛରେ ପିଟି ହୋଇ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଆଜି ଜରିପାଲ ଛକ ନିକଟରେ ଦୁଇଟି କାର ମୁହାଁମୁହିଁ ଦୁର୍ଘଟଣା ଗସ୍ତ ହୋଇଛନ୍ତି , ସେହି ରାସ୍ତା ଦେଇ ଯାଉଥିବା ଜଣେ ସ୍କୁଟି ଚାଳକ ଏହି ଦୁର୍ଘଟଣାରେ ଗଛରେ ପିଟି ହୋଇ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି, ଚିକିତ୍ସା ନିମନ୍ତେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ସ୍କୁଟି ଚାଳକ ଜଣଙ୍କ ଭାପୁର ବେଗୁନିଆପାଳର ପ୍ରକାଶ ଚନ୍ଦ୍ର ପୃଷ୍ଟି ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!