News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା !

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ , ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ କାଣ୍ଡବିନ୍ଧା ଗ୍ରା.ପ ତାମଣ୍ଡା ଗ୍ରାମର ଗଉରାଙ୍ଗ ଜେନା ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

ଗୌରାଙ୍ଗ ଙ୍କୁ ଘର ଲୋକ ଖୋଜାଖୋଜି କରୁଥିବା ବେଳେ ତାଙ୍କର ମୃତ ଶରୀର ଗ୍ରାମ ନିକଟ ଏକ ବୁଦାରୁ ଆଜି ସଂନ୍ଧ୍ୟା ୫ ଘଟିକା ସମୟରେ ମିଳିଥିଲା । ତେବେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଶ୍ରୁଷ୍ଟି ହୋଇଛି ।

new life
You might also like
error: Content is protected !!