News
WhatsApp Image 2023-10-04 at 17.25.00
samparksetu

କଳାପରିଷଦ ପକ୍ଷରୁ ବହି ପୂଜା

ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳ ର କଳାକାର ଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଭୁବନ କଳାପରିଷଦ ପକ୍ଷରୁ ସ୍ଥାନୀୟ ବୁଦ୍ଧେସ୍ୱର ମନ୍ଦିର ପରିସରରେ ନାଟକ ବହି ପୂଜା ଶୁକ୍ରବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି ।

ଆଗାମୀ ହିଙ୍ଗୁଳା ପୂଜା ଅବସର ରେ ରାଜଧାନୀ ଝିଅ ରାଜନନ୍ଦିନୀ ବହିକୁ ପୂଜା କରାଯାଇଛି । କଳାପରିଷଦ ସଭାପତି ଦିଲ୍ଲୀପ କୁମାର ଦାସ ,ସଂପାଦକ ଗୁରୁ ପ୍ରସାଦ ମିଶ୍ର, ଶକ୍ତି ପ୍ରସାଦ ସାହୁ, ବିନୋଦ ମହାରଣା , ଆନନ୍ଦ ମିଶ୍ର , ଉଦ୍ଧବ ବିହାରୀ ପ୍ରମୁଖ ଭାଗ ନେଇଥିଲେ ।

new life
You might also like
error: Content is protected !!