News
WhatsApp Image 2023-10-04 at 17.25.00
samparksetu

ଷ୍ଟୋଭ୍ ଫାଟି ମହିଳା ଜୀବନ୍ତ ଦଗ୍ଧ !

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଜାଆନ୍ଦାପଶି ଗ୍ରାମରେ ଅଭାବନୀୟ ଘଟଣା, ଜୀବନ୍ତ ଦଗ୍ଧ ହେଲେ ମହିଳା ।

ସୂଚନା ଅନୁଯାୟୀ ଜାଆନ୍ଦାପଶି ଗ୍ରାମର ଜଣେ ମହିଳା ରୋଷେଇ କରୁଥିବା ସମୟରେ ଷ୍ଟୋଭ୍‌ ଟି ହଠାତ ଫାଟିଯାଇଥିଲା । ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡିଯାଇଥିବାର ଜଣାଯାଇଛି ।

new life
You might also like
error: Content is protected !!