News
WhatsApp Image 2023-10-04 at 17.25.00
samparksetu

ହାଇଡ୍ରା ବାଇକ୍ ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭଗବାନ ପୁର ନିକଟରେ ଦୁର୍ଘଟଣା ।

ବାଇକ୍ ଓ ଏକ ହାଇଡ୍ରା ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ମୃତ ବାଇକ୍ ଚାଳକ ଜଣଙ୍କ ନେଉଳପୋଇ ଗ୍ରାମର ଅଜୟ ଗଡ଼ନାୟକ ।

ଅଜୟ ଢେଙ୍କାନାଳ ରୁ ନିଜ ଘରକୁ ଫେରୁଥିବା ସମୟରେ ହାଇଡ୍ରା ସହ ମୁହାଁମୁହିଁ ହୋଇଥିବା ବେଳେ ଘଟିଥିଲା ଦୁର୍ଘଟଣା ।

new life
You might also like
error: Content is protected !!