News
WhatsApp Image 2023-10-04 at 17.25.00
samparksetu

କେନାଲ ରେ ପଡି ଯୁବକ ଗୁରୁତର !

କଙ୍କଡାହାଡ଼ ଥାନା କନ୍ଧରା କେନାଲ ରେ ଖସିପଡି ଯୁବକ ଗୁରୁତର । ଗୁରୁତର ଜଣକ ହେଲେ କୁସୁମୁଣ୍ଡିଆ ଗ୍ରାମର ବିନ ସିଂହ । ସୂଚନା ଅନୁସାରେ ବିନ ଆଜି ସକାଳେ ଏକ ସାଇକେଲ ଯୋଗେ ନିଜ ଗାଁ କୁସୁମୁଣ୍ଡିଆ ରୁ କନ୍ଧରା ଯାଉଥିଲେ ।

ବାଟରେ କନ୍ଧରା କେନାଲ ନିକଟରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପାଖରେ ଥିବା ଏକ କର୍ଲଭର୍ଟ ଉପରେ ସେ ବସିଥିବା ବେଳେ ହଟାତ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିଲେ । ସ୍ଥାନୀୟ ଲୋକ ଙ୍କ ସହାୟତା ରେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଛି । ତାଙ୍କ ଶରୀର ର ଅନେକାଂଶ ରେ ଗଭୀର କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେଉଥିବା ରୁ ତାଙ୍କ ଅବସ୍ଥା ଉଦବେଗଜନକ ରହିଛି ।

new life
You might also like
error: Content is protected !!