News
WhatsApp Image 2023-10-04 at 17.25.00
samparksetu

ଗିରିଧାରିପ୍ରସାଦ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧାରିପ୍ରସାଦ ଗ୍ରାମରେ ଚଳିତ ବର୍ଷ (ଜିପିଏଲ୍) ଗିରିଧାରିପ୍ରସାଦ ପ୍ରିମିୟର ଲିଗ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୫ଟି ଦଳ ଭାଗ ନେଇ ଥିଲେ ।ଫାଇନାଲ ମ୍ଯାଚ ଟି ସୁନିଲ ସୁପର ଲେଟିଉସ ଓ ନରୋତ୍ତମ ରାଇଜିଂ ଷ୍ଟାର ମଧ୍ଯରେ ଅନୁଷ୍ଠିତ ହୋଇଥିଲା ।

ସୁନିଲ ସୁପର ଲେଟିଉସ, ନରୋତ୍ତମ ରାଇଜିଂ ଷ୍ଟାର କୁ ପରାସ୍ତ କରି ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଚଳିତବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା ।

ବେଷ୍ଟ ବ୍ୟାଟସମ୍ୟାନ =ସୌମ୍ୟରଞ୍ଜନ ରାଉତ(୨୬୩)
ବେଷ୍ଟ ୱିକେଟକିପର= ଜିତେନ୍ଦ୍ର ବିଶ୍ବାଳ
ବେଷ୍ଟ ବୋଲର = ଚନ୍ଦ୍ରକାନ୍ତ ରାଉତ (୧୭)ହୋଇଥିବା ବେଳେ

ଖେଳକୁ ପରିଚାଳନା କରିଥିଲେ ଦୁଇ ଅମ୍ପେୟାର ତାପସ ଅମାତ ଓ ପ୍ରଶାନ୍ତ ଅମାତ ।ମ୍ୟାଚ ରେଫରୀ ପ୍ରଦୀପ ଅମାତ ।
ଧାରାବିବରଣୀ ପ୍ରଦାନ କରିଥିଲେ ଅଶୋକ ଅମାତ, ଟଙ୍କଧର ଅମାତ, ବିଦ୍ୟୁତ ଭୁଷଣ ଅମାତ ।

new life
You might also like
error: Content is protected !!