News
WhatsApp Image 2023-10-04 at 17.25.00
samparksetu

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗହମଖୁଣ୍ଟି ରୁ ଗତକାଲି ପୋଲି ଜନ୍ର ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନାଯୋଗ୍ୟ କି , ସଦର ଥାନା ଗହମଖୁଣ୍ଟି ରାସ୍ତା କଡରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡିଥିବା ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା । ଉକ୍ତ ବ୍ୟକ୍ତି ଙ୍କ ପାଟିରୁ ଫେଣ ବାହାରୁଥିବା ବେଳେ ପାଖରେ ଏକ ଆକ୍ଟିଭା ପଡିଥିଲା । ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ମୃତକ ଜଣଙ୍କ ସିମିନଇ ଅଞ୍ଚଳର ବିଭୁତି ଭୁଷଣ ପଣ୍ଡା ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!